ନିରପେକ୍ଷ(ଯାଜପୁର ) :ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି। ବିଜେଡି ରୁ ଟିକଟ ନ ମିଳିପାରେ ବୋଲି ବିଜେପି ରେ ଯୋଗ ଦେଇ ପାରନ୍ତି ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀ ର ପୂର୍ବତନ ବିଜେଡି ବିଧାୟକ ଆକାଶ ଦାସ ନାୟକ। ଚଳିତ ସାଧାରଣ ନିର୍ବାଚନରେ ଆକାଶ ବିଜେଡି ରୁ ଟିକଟ ନେବା ପାଇଁ ପୁରା ଆଶାବାଦୀ ଥିବା ବେଳେ କୋରେଇ ବାସି ବି ଆକାଶ ଙ୍କୁ ଚାହୁଁଥିଲେ।
