ନିରପେକ୍ଷ(ଭୁବନେଶ୍ୱର): ଶହୀଦନଗର ଥାନା ପୁଲିସ ଅଭିଯୋଗକାରୀ ଧନୁ ବେହେରାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ମନୁ ନାୟକ(46) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଶହୀଦନଗର ଅନ୍ତର୍ଗତ ଶାନ୍ତିପଲ୍ଲୀ ବସ୍ତିରେ ଗତ ୩ ବର୍ଷ ହେବ ରହିଆସୁଥିବା ବେଳେ ତାଙ୍କ ଘରକୁ ଲାଗି ଗୋଟିଏ ଘରକୁ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ ଗତ ୫ମାସ ହେବ ଭଡାରେ ଦେଇଥିଲେ ।
