ନିରପେକ୍ଷ(ଭୁବନେଶ୍ୱର) : ଶହୀଦନଗର ଥାନା ପୁଲିସ ଅଭିଯୋଗକାରୀ ଦୀପକ କୁମାର ପରିଡାଙ୍କର ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ଉଦୟନାଥ ସୁତାର(51)ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଉଭୟେ ଅଭିଯୋଗକର ଓ ନିମ୍ନୋକ୍ତ ଅଭିଯୁକ୍ତ ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ରଙ୍ଗମାଟିଆ ତଳସାହିରେ ରୁହନ୍ତି ଏବଂ ସେମାନଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ରହିଥିଲା। ଅଭିଯୁକ୍ତଙ୍କର ଭିଏସ୍ଏସ୍ ନଗରରେ ଗୋଟିଏ ପାନ ଦୋକାନ ଅଛି ।
