ନିରପେକ୍ଷ(ଭୁବନେଶ୍ୱର) : ଲକ୍ଷ୍ମୀସାଗର ଥାନା ପୁଲିସ ଅଭିଯୋଗକାରୀ ସନ୍ତୋଷ କୁମାର ବେହେରାଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ପ୍ରଦୋଷ ଚନ୍ଦ୍ର ପଟ୍ଟନାୟକ(28),ଜିତେନ୍ଦ୍ର କୁମାର ରଥ(40) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଅଭିଯୋଗକାରୀଙ୍କର ଲକ୍ଷ୍ମୀସାଗର ଜଗନ୍ନାଥ ନଗରରେ ଗୋଟିଏ ନିର୍ମାଣଧୀନ ଘର ଅଛି ଯେଉଁଠାରେ କିଛି ଶ୍ରମିକ ରହିବା ସହ କାର୍ଯ୍ୟ କରନ୍ତି ।
