ନିରପେକ୍ଷ(ଭୁବନେଶ୍ୱର) : ଜଟଣୀଥାନା ପୁଲିସ ଅଭିଯୋଗକାରିଣୀଙ୍କ ଅଭିଯୋଗ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହବରେନ୍ଦ୍ରାର ଦାସ(56) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।ସୂଚନାଯୋଗ୍ୟ ଯେ,ଅଭିଯୁକ୍ତ ବରେନ୍ଦ୍ର ଏବଂ ଅଭିଯୋଗକାରିଣୀ ଉଭୟେ ପଡୋଶୀ ହୋଇଥିବାରୁ ବିଭିନ୍ନ କାରଣକୁ ନେଇ ସେମାନଙ୍କ ମଧ୍ୟରେ ଝଗଡା ଲାଗିରହିଥିଲା ।
