ନିରପେକ୍ଷ(ଭୁବନେଶ୍ୱର) : ନନ୍ଦନକାନନଥାନା ପୁଲିସ ବେଆଇନ ମଦ ବିକ୍ରୟ କରିବା ଅଭିଯୋଗରେଯୁଧିଷ୍ଠିର ସାହୁ@ମକୁ(42)ଅଭିଯୁକ୍ତଙ୍କୁଗିରଫକରିକୋର୍ଟଚାଲାଣକରିଛନ୍ତି,ସୂଚନାଯୋଗ୍ୟ,ଯେ,ବିଶ୍ଵସ୍ତସୂତ୍ରରୁହସ୍ତଗତହୋଇଥିବାସୂଚନାଆଧାରରେନନ୍ଦନକାନନଥାନାଧିକାରୀଙ୍କନିର୍ଦ୍ଧେଶକ୍ରମେସମ୍ପୃକ୍ତଥାନାରପାଟ୍ରୋଲିଂଟୀମକଲ୍ୟାଣପୁରନିକଟସ୍ଥଅଞ୍ଚଳରେଅତର୍କିତ ଚଢଉ କରିବା ସହ ବେଆଇନ ଦେଶୀ ମଦବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ ।
