ନିରପେକ୍ଷ(ରାୟଗଡା) : ନାଗବଳୀ ନଦୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ। ରାୟଗଡ଼ା ଜିଲ୍ଲା ସାନଚାନ୍ଦିଲି ଅଞ୍ଚଳରେ ନାଗାବଳୀ ନଦୀରେ ବୁଡ଼ି ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମେ ତୁଳସl ଅବଦୁଲ ଙ୍କ ଝିଅ ଅନୁ ଅବଦୁଲ କୁ ସ୍ତନିୟ ଲୋକେ ଉଦ୍ଧାର କରି ମେଡ଼ିକାଲ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣ କରିଥିଲେ।
