ନିରପେକ୍ଷ(ଭୁବନେଶ୍ୱର) : ଇନଫୋସିଟି ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଅନାଥ ଚରଣ ସ୍ବାଇଁଙ୍କ ଅଭିଯୋଗ କ୍ରମେ ଉପରୋକ୍ତ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଅଭିଯୁକ୍ତ ଅଜୁଏସ ଦେହୁରୀକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ, ଇନଫୋସିଟି ଥାନା ଅନ୍ତର୍ଗତ ଜାଲିମୁଣ୍ଡା ସାହିରେ ଅଭିଯୋଗକାରୀଙ୍କ ଏକ ତେଜରାତି ଦୋକାନ ଅଛି ।
