ନିରପେକ୍ଷ(ଭୁବନେଶ୍ୱର): ଇନଫୋସିଟି ଥାନା ପୁଲିସ ଉପରୋକ୍ତ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଶିବ ପ୍ରସାଦ ନନ୍ଦ@ଗୁଗୁନ(33) ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଶ୍ରୀ ମୁକ୍ତେଶ୍ଵର ମିଶ୍ର ଗତ ତା.୨୭.୦୧.୨୦୨୪ ରିଖ ରାତିରେ ପଟିଆ ଠାରେ ଥିବା ଟପନୋଚ ବାରକୁ ଯାଇଥିଲେ ।
