ନିରପେକ୍ଷ(କେନ୍ଦ୍ରାପଡା) : କେନ୍ଦ୍ରାପଡ଼ା ବ୍ଲକ ରାସ୍ତାର କଂସାର ନିକଟରେ ବୋଲେରୋ ଗାଡି ଗଛ ରେ ପିଟି ହେଇ ଚାରି ଜଣଙ୍କର ମୃତ୍ୟୁ,ବର୍ତମାନର ସବୁଠାରୁ ବଡ଼ ଖବର,ଏକ ବଡ଼ ଭୟଙ୍କର ଦୃଘଟଣା ଖବର କେନ୍ଦ୍ରାପଡ଼ା ରୁ ଆସିଛି। କେନ୍ଦ୍ରାପଡ଼ା ସହର ଉପକଣ୍ଠ କେନ୍ଦ୍ରାପଡା ବ୍ଲକର ଗଣ୍ଡାକିଆ ରାସ୍ତାର କଂସାର ଠାରେ ଏକ ବୋଲେରୋ ଗାଡିଟି ଦ୍ରୁତ ଗତିରେ ଯାଉଥିବା ସମୟରେ ରାସ୍ତା କଡରେ ଥିବା ଗଛ ରେ ପିଟିହୋଇ ଘଟଣା ସ୍ଥଳ ରେ ଚାରିଜଣ ଙ୍କର ମୃତ୍ୟୁ ଘଟିଛି।ଏହି ଖବରଟି ସକାଳୁ ସକାଳୁ ଘଟିଛି।
