Home Crime ବେଆଇନ ମଦ ବିକ୍ରୟ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

ବେଆଇନ ମଦ ବିକ୍ରୟ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ

by Admin
0 comment

ନିରପେକ୍ଷ(ଭୁବନେଶ୍ୱର) : ନନ୍ଦନକାନନଥାନା ପୁଲିସ ବେଆଇନ ମଦ ବିକ୍ରୟ କରିବା ଅଭିଯୋଗରେ ଶମ୍ଭୁନାଥ ଦାସ(47) ଅଭିଯୁକ୍ତଙ୍କୁଗିରଫ କରି କୋର୍ଟ ଚାଲାଣ କରିଛନ୍ତି ସୂଚନାଯୋଗ୍ୟଯେ,ବିଶ୍ଵସ୍ତସୂତ୍ରରୁହସ୍ତଗତହୋଇଥିବାସୂଚନାଆଧାରରେନନ୍ଦନକାନନଥାନାଧିକାରୀଙ୍କନିର୍ଦ୍ଧେଶକ୍ରମେସମ୍ପୃକ୍ତଥାନାରପାଟ୍ରୋଲିଂଟୀମକେନ୍ଦୁପାଟଣାକଲେଜନିକଟସ୍ଥଅଞ୍ଚଳରେଅତର୍କିତ ଚଢଉ କରିବା ସହ ବେଆଇନ ଦେଶୀ ମଦବିକ୍ରୟ ଅଭିଯୋଗରେ ନିମ୍ନୋକ୍ତ ଅଭିଯୁକ୍ତଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ତଲାସି ସମୟରେ ପୁଲିସ ଅଭିଯୁକ୍ତଙ୍କ ହେପାଜତରୁ ସମୁଦାୟ ୧୨ଲିଟରଦେଶୀମଦଜବତ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ, ଏହି ଦେଶୀମଦ ବିକ୍ରୟ ନେଇ ପାଖରେ କୌଣସି ଅନୁମତି ପତ୍ର ନଥିବା ସ୍ଵୀକାର କରିଥିଲେ ।ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc