ନିରପେକ୍ଷ(ଭୁବନେଶ୍ୱର ) : ଏକ ବିଶ୍ଵସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଖଣ୍ଡଗିରି ଥାନାଧିକାରୀଙ୍କ ନିର୍ଦ୍ଧେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେଶାଲ ଟିମ ବରମୁଣ୍ଡା ସ୍ଥିତ ରମାମଣି ପେଟ୍ରୋଲ ପମ୍ପ ନିକଟରେ ଅତର୍କିତ ଚଢଉ କରି ପୂର୍ବରୁ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କ ନିକଟରୁ ମୋଟ ୩.୬୦୦ କିଲୋଗ୍ରାମ ଓଜନର ଗଞ୍ଜେଇ, ଏବଂ ୧୮,୭୮୦/- ଟଙ୍କା ଜବତ କରିଥିଲେ ।
