ନିରପେକ୍ଷ(ଭୁବନେଶ୍ୱର) : ତମାଣ୍ଡୋଥାନା ପୁଲିସ ଅଭିଯୋଗକାରୀ ନାରାୟଣ ନାୟକଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ନିମ୍ନୋକ୍ତ ଅଭିଯୁକ୍ତଚିତ୍ତରଞ୍ଜନ ବେହେରା (38)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନା ଯୋଗ୍ୟ ଯେ,ଗତ କାଲି ତା ୨୭.୦୧.୨୦୨୪ ରିଖସନ୍ଧ୍ୟାରେ ଅଭିଯୋଗକାରୀ ତାଙ୍କର ଅଟୋ ଟିକୁ ତମାଣ୍ଡୋ ବଜାର ନିକଟରେ ପାର୍କ କରି ନିଜ କାମରେ ଯାଇଥିଲେ ।
