ନିରପେକ୍ଷ(ଭୁବନେଶ୍ୱର) : ତମାଣ୍ଡୋ ଥାନା ପୁଲିସ ଅଭିଯୋଗକାରୀ ଶ୍ରୀ ଗୌରବ ବଳିଆରସିଂହଙ୍କ ଅଭିଯୋଗ ଭିତ୍ତିରେ ତଦନ୍ତ କରିବା ସହ ସଞ୍ଜୟ କୁମାର ନାୟକ(29) ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ଅଭିଯୋଗକାରୀ ଗତ ୨୦୨୧ ମସିହାରୁ ନିମ୍ନୋକ୍ତ ଅଭିଯୁକ୍ତଙ୍କ ଅଧୀନରେ କଳିଙ୍ଗ ନଗର କେ-୫ରେ ଆର୍ଥିକ ପରିଚାଳକ ଭାବରେ କାର୍ଯ୍ୟ କରିଆସୁଥିଲେ ।
