Home Breaking News ସାହାପୁର MPL ଲିଗ ମ୍ୟାଚର ଉଦଯାପନୀ ସମାରୋହରେ ଯୋଗ ଦେଲେ ବହୁ ମାନ୍ୟଗଣ୍ୟ ନେତା

ସାହାପୁର MPL ଲିଗ ମ୍ୟାଚର ଉଦଯାପନୀ ସମାରୋହରେ ଯୋଗ ଦେଲେ ବହୁ ମାନ୍ୟଗଣ୍ୟ ନେତା

by Admin
0 comment

ମାହାଙ୍ଗା (ନିରପେକ୍ଷ): ପାଞ୍ଚ ଦିନ ଧରି ଖେଳାଯାଉଥିବା ମାହାଙ୍ଗା ପ୍ରିମିୟର ଲିଗ୍ କ୍ରିକେଟ ମ୍ୟାଚର ଆଜି ସାହାପୁର ବାଲିପଡ଼ିଆ ଖେଳ ପଡିଆରେ ଉଦଯାପନୀ ସମାରୋହ ମହାଆଡମ୍ବରରେ ପାଳିତ ହୋଇଯାଇଛି।

ବିଧାୟକ ପ୍ରତାପ ଜେନାଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା OCA ସଭାପତି ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଥିଲେ, ଏଥି ସହିତ OCA କୋଚ ଦିନେଶ ମୋଙ୍ଗିଆ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ଜିତିବା ଦଳକୁ ୧,୫୦,୦୦୦, ଟ୍ରଫି ଏବଂ ହାରିବା ଦଳକୁ ୧,୦୦,୦୦୦ ଟଙ୍କାର ଚେକ ପ୍ରଦାନ କରିଥିଲେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc