Home Breaking News ଆଜି ସନ୍ଧ୍ୟାରେ ବସିବ ବର୍ଷର ଶେଷ କ୍ୟାବିନେଟ ବୈଠକ

ଆଜି ସନ୍ଧ୍ୟାରେ ବସିବ ବର୍ଷର ଶେଷ କ୍ୟାବିନେଟ ବୈଠକ

ଆଜି ବର୍ଷର ଶେଷ କ୍ୟାବିନେଟ ବୈଠକ

by Admin
0 comment

ଭୁବନେଶ୍ୱର (ନିରପେକ୍ଷ): 2023 ଶେଷ ହେବାକୁ ଆଉ ଗୋଟେ ଦିନ ବାକି ରହିଲା, ଏହା ପରେ ଆରମ୍ଭ ହେବ ଆଉ ଏକ ନୂଆ ବର୍ଷ । ଏହାପୂର୍ବରୁ 2023 ବର୍ଷର ଶେଷ ରାଜ୍ୟ କ୍ୟାବିନେଟ ବୈଠକ ଆଜି ସନ୍ଧ୍ୟାରେ ବସିବ । ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ।

ତେବେ ଆଉ ଦିନକ ପରେ ନୂଆବର୍ଷ ଏହା ପୂର୍ବରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ରାଜ୍ୟ ସରକାର। ବିଭିନ୍ନ ବିଭାଗର ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିପାରେ ବୋଲି ଅନୁମାନ କରାଯାଉଛି । ବିଭିନ୍ନ ସରକାରୀ କର୍ମଚାରୀ ସଂଗଠନ ପକ୍ଷରୁ କରାଯାଇଥିବା ବିଭିନ୍ନ ଦାବି ସମ୍ପର୍କରେ ମଧ୍ୟ ନିଷ୍ପତ୍ତି ନିଆଯାଇପାରେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc