ନିରପେକ୍ଷ (ଯାଜପୁର/କୋରେଇ) ୨୯/୧୨ : ଆଜି ସକାଳ ୬.୩୦ ସମୟରେ କୁଆଖିଆ ଥାନା ଅନ୍ତର୍ଗତ ପଞ୍ଚାୟତ ନଥୁଅବର୍ ଆଦମ ପୁର ସ୍କୁଲ ନିକଟରେ ଏକ ପିକପ ଯାହାର ନମ୍ବର OD04 G 2849 ରୋଡ ପାଖରେ ଠିଆ ହୋଇ ଥିବା ତିନୋଟି ବାଇକ ଓ ଗୋଟିଏ ସ୍କୁଟି କୁ ଦୁଇଟି ବାଇକ୍ ବାଡେଇ ଦେଇଥିବା ଫଳରେ ଜଣେ ଆହତ ହୋଇଛନ୍ତି ତାଙ୍କ ଘର ଆଦମପୂର୍ ହୋଇଥିବା ବେଳ ରାସ୍ତା ଅଣ ଓସାରିଆ ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି ବୋଲି ସାଧାରଣ ଆଲୋଚନା ହେଉଛି ତେବେ ସରକାର ଏଥି ପ୍ରତି ଦୃଷ୍ଟି ଦେଉ ନାହଁନ୍ତି ବୋଲି ସ୍ଥାନୀୟ ବାସିନ୍ଦା ବାରମ୍ବାର ଅଭିଯୋଗ କଲା ପରେ ବି କେହି କର୍ଣ ପାତ କରୁ ନାହାନ୍ତି ।
