ନିରପେକ୍ଷ(ବାଲେଶ୍ୱର) ୨୯/୧୨ : ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ କୁଣ୍ଡଳୀ ଗ୍ରାମ ପଞ୍ଚାୟତ ରେ ଥିବା ଶିବ ମନ୍ଦିର ପୋଖରୀ ରେ ଏନ ଜିଓ ସ୍ପର୍ଶର ଜ୍ୟୋତି ରଞ୍ଜନ ପଟ୍ଟା ୟତ ଙ୍କ ନେତୃତ୍ଵ ରେ କୁଣ୍ଡଳୀ ପଞ୍ଚାୟତ ର ବହୁ ଗ୍ରାମବାସୀ ମାନେ ଦଳୁଆ ପୋଖରୀ କୁ ନିଜ ନିଜ ପରିଶ୍ରମ କରି ସକାଳ ସମୟରେ ପରିଷ୍କାର କରିଛନ୍ତି ।
