ପ୍ରଥମ ଥର ପାଇଁ ପାକିସ୍ତାନରେ ନିର୍ବାଚନ ଲଢ଼ିବେ ହିନ୍ଦୁ ମହିଳା
ହିନ୍ଦୁ ମହିଳା ପାକିସ୍ତାନରେ ଲଢ଼ିବେ ନିର୍ବାଚନ
ତେବେ ଆସନ୍ତାବର୍ଷ ଫେବୃଆରୀ ୮ ତାରିଖରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବକୁ ଥିବା ବେଳେ ଏବେ ଠାରୁ ହିଁ ରାଜନୀତିକ ଦଳଗୁଡ଼ିକ ପ୍ରଚାର ଆରମ୍ଭ କରି ଦେଇଛନ୍ତି। ଏସବୁ ଭିତରେ ସବୀରା ପରକାଶ ବୁନେର ଜିଲ୍ଲାର ପିକେ ୨୫ ପାଇଁ ବିଧିବଦ୍ଧ ଭାବେ ନାମାଙ୍କନ ଦାଖଲ କରିଛନ୍ତି।
previous post