Home Breaking News ପଟିଗୁଡା ପଞ୍ଚାୟତକୁ ଦିନିକିୟା ଗସ୍ତରେ ମାଜିଷ୍ଟ୍ରେଟ, ଗ୍ରାମ ନ୍ୟାୟଳୟ ଅଦାଲତ ଅନୁଷ୍ଠିତ

ପଟିଗୁଡା ପଞ୍ଚାୟତକୁ ଦିନିକିୟା ଗସ୍ତରେ ମାଜିଷ୍ଟ୍ରେଟ, ଗ୍ରାମ ନ୍ୟାୟଳୟ ଅଦାଲତ ଅନୁଷ୍ଠିତ

by Admin
0 comment

ଗଞ୍ଜାମ (ନିରପେକ୍ଷ): ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ପଟିଗୁଡା ପଞ୍ଚାୟତରେ ଦିନିକିୟା ଗ୍ରାମନ୍ୟୟଳୟ ଅଦାଲତ ଅନୁଷ୍ଠିତ ହୋଇଯାଇଛି | ଓଡିଶା ହାଇକୋର୍ଟଙ୍କ ନିଦେଶକ୍ରମେ ଗ୍ରାମା ଅଂଚଳରେ କୁଲି ମୁଲିବା ବା ଗରିବ ଶ୍ରେଣୀର ଲୋକମାନେ କିଭଳି ଭାବରେ ଉପକୃତ ହୋଇପାରିବେ ଏବଂ ଶାଖୀ ଓ ଚୁକ୍ତିନାମା ସେମାନେ ଜିବା ଆସିବା ସମୟ ଓ ଆର୍ଥୀକ ଦୃବଳ ଅଭାବରୁ ଯାଉନଥିବା ଓ ସେମାନଙ୍କର ଯେମିତି ସହଜ ରେ ସୁବିଧା ପାଇପାରିବେ ସେବିଷୟରେ ଆଲୋଚନା କରି ହାଇକୋର୍ଟଙ୍କ ନିଦେଶକ୍ରମେ ପଟିଗୁଡା ପଞ୍ଚାୟତ ରେ ଦିନିକିଆ ଗ୍ରାମନ୍ୟାୟଳୟ ଅଦାଲତ ଅନୁଷ୍ଠିତ ହୋଇଯାଇଛି |

ପଟିଗୁଡା ପଞ୍ଚାୟତ ରେ ସର୍ବମୋଟ ୧୩ ଟି ଅଭିଯୋଗ ରହିଥିବାବେଳେ ୩୭ ଟି ସାକ୍ଷୀ ରହିଥିଲେ ଓ ସମସ୍ତେ ଶାଖୀ ମାନେ ପ୍ରତିକ୍ରିୟା ରଖିଥିଲେ ଓ ୩ ଟି ଅଭିଯୋଗ ଡିସପୋଜାଲ ହୋଇଥିବା କରିଛନ୍ତି ମୁଖ୍ୟ ପରିଚାଳନା ବ୍ଳକ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ଏବଂ ସରପଞ୍ଚ ସିମାଞ୍ଚଳ ଗୌଡ଼ ଓ ମାଜିଷ୍ଟେଡ଼ ସରୋନ ବସ୍ତିୟା ଏବଂ କିଛି ବୁଦ୍ଧିଯିବି ଓ ସମାଜସେବୀ ରହି ଶାନ୍ତି ଶୁଙ୍ଖଳା ଭାବ ସାରିଥିଲା |

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc