ନିମାପଡ଼ା (ନିରପେକ୍ଷ): ଆଜି ଆମ ଦେଶ ଭାରତ ହେଉ ବା ଆମ ରାଜ୍ୟ ଓଡ଼ିଶା ଯୁବକ ମାନଙ୍କ ପାଇଁ ବିକଶିତ ପଥରେ ଅଗ୍ରସର। ଯୁବ ଆଉ ଛାତ୍ର ସମାଜ ସଶକ୍ତ ହେଲେ ଆମ ଦେଶ ଆଉ ରାଜ୍ୟର ବିକାଶ ସୂନିଶ୍ଚିନ୍ତ। ନିମାପଡ଼ା ଇନ୍ଦିରା ଗାନ୍ଧୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଆୟୋଜିତ “ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା ଉଦ୍ଜାପନି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
