ଆସିକା (ନିରପେକ୍ଷ): ଲିପ୍ଟ ବାହାନାରେ କଲମ୍ୱ ପଞ୍ଚାୟତର ଜି.ଆର୍.ଏସ୍ ସୁକାନ୍ତ ପାଣିଗ୍ରାହୀଙ୍କୁ ହତ୍ୟା l ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଲା ବାଲିପଦର ଥାନା କଳମ୍ବ ପଞ୍ଚାୟତ ଜି. ଆର୍. ଏସ୍ ସୁକାନ୍ତ ପାଣିଗ୍ରାହୀ ଆଜି ପଞ୍ଚାୟତକୁ ଯିବା ସମୟରେ ମାଣିକପୁର ଛକରେ ଜଣେ ଅଜଣା ଯୁବକ ତାଙ୍କୁ ଲିପ୍ଟ ମାଗିଥିଲେ l
