ନିରପେକ୍ଷ : ସିନେ ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ । ଜାମିନ୍ ପ୍ରଦାନ କଲେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ । ରାଜ୍ୟ ବାହାରକୁ ଗଲେ କୋର୍ଟର ଅନୁମତି ନେବେ ବୋଲି କୋର୍ଟ କହିଛନ୍ତି । ଏହାସହିତ ସାକ୍ଷୀମାନଙ୍କୁ ଭୟଭୀତ ଏବଂ ପ୍ରଲୋଭିତ କରିବେ ନାହିଁ । ଏପିରିକିପୀଡିତାଙ୍କୁ ଧମକଚମକ ଦେବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
