Home ASTROLOGY ଏହି ସବୁ ରାଶି ଙ୍କୁ ମିଳିବ ଆଜି ଖୁସି ଖବର

ଏହି ସବୁ ରାଶି ଙ୍କୁ ମିଳିବ ଆଜି ଖୁସି ଖବର

by Admin
0 comment

ମେଷ :👉 ଦିନଟି ଆପଣଙ୍କୁ ଉନ୍ନତି ଦେବ। କଠିନ ପରିସ୍ଥିତିରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟୀ ବଡ଼ ନିଷ୍ପତ୍ତି ନେବେ। ବାପାମାଆ ପିଲାଙ୍କର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ଚିନ୍ତା କରିବେ।
ବୃଷ :👉 ପାରିବାରିକ ଜୀବନ ଆହ୍ଲାଦିତ ହେବ। ବେପାରୀ ବର୍ଗଙ୍କୁ ଧନଲାଭ ହେବ। କୌଣସି ପ୍ରକାର ବିବାଦ ଠାରୁ ଦୂରରେ ରହନ୍ତୁ। ଆପଣ ଆଶା କରିଥିବା ଜାଗାରେ ଚାକିରି ପାଇବେ।
ମିଥୁନ :👉 ସରକାରୀ କାମରେ ଆପଣ ସଫଳତା ପାଇବେ। ବାପାମାଆଙ୍କର ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହେବ। ଓକିଲଙ୍କର ସମାଜରେ ଲୋକପ୍ରିୟତା ବଢ଼ିବ।
କର୍କଟ :👉 ଆପଣଙ୍କ ଭିତରେ ଉଚ୍ଚପଦ ପ୍ରାପ୍ତ କରିବାର ଇଚ୍ଛା ଜାଗ୍ରତ ହେବ। ନିବେଶ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରନ୍ତୁ। ବିବାହିତଙ୍କ ଲାଗି ଦିନଟି ଭଲ।
ସିଂହ :👉 ନୂଆ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। ବ୍ୟବସାୟରେ ବେଶୀ ଲାଭ ପାଇଁ ଅଧିକ ମନ ଲଗାଇ କାମ କରନ୍ତୁ। ପ୍ରେମୀଯୁଗଳଙ୍କର ସମ୍ପର୍କ ମଜଭୁତ ହେବ।
କନ୍ୟା :👉 ଆପଣଙ୍କୁ ବେପାରରେ ଉନ୍ନତି ଦିଶିବ। ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ। ପୈତୃକ ସଂପତ୍ତିରୁ ଲାଭ ମିଳିପାରେ। ଗୃହିଣୀମାନଙ୍କ ଲାଗି ଦିନଟି ଭଲ।
ତୁଳା :👉 ପ୍ରଭୁଙ୍କ ସ୍ମରଣ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। ବେପାରରେ ଖୁବ୍ ଉନ୍ନତି ମିଳିବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ହୋଇପାରେ।
ବିଛା :👉 ଆପଣଙ୍କ ପାଖକୁ ଯେଉଁ ଦାୟିତ୍ବ ଆସିବ ତାକୁ ଭଲଭାବେ ନିର୍ବାହ କରିବେ। ପଇସା ଦିଆନିଆରେ ସାବଧାନତା ଅବଲମ୍ବନ କରନ୍ତୁ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।
ଧନୁ :👉 ଧ୍ୟାନ ଲଗାଇ କାମ କରନ୍ତୁ। ସରକାରୀ କାମରେ ସାହାଯ୍ୟ ପାଇବେ। ବଡ଼ମାନଙ୍କ ସହିତ ବସି ନୂଆ ଘର କିଣିବାର ନିଷ୍ପତ୍ତି ନେବେ। ନବବିବାହିତ ଦମ୍ପତିଙ୍କ ଲାଗି ଭଲ ଦିନଟିଏ।
ମକର :👉 ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆପଣଙ୍କ ଯୋଗୁଁ ପରିବାରରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ। କୌଣସି ପାଖଲୋକ ଆର୍ଥିକ ସହାୟତା ମାଗିବେ।
କୁମ୍ଭ :👉 ଆପଣଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ହେବ। ଆପଣଙ୍କୁ ନୂଆ ଉତ୍ସରୁ ଧନ ମିଳିବ। ଦାମ୍ପତ୍ୟ ଜୀବନ ବହୁତ ରୋଚକ ରହିବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।
ମୀନ :👉 ବିନା କାରଣରେ କାହାରି ସହିତ ଅଭଦ୍ରତା କରନ୍ତୁ ନାହିଁ। ଯେଉଁମାନେ ରାଜନୀତିରେ ଅଛନ୍ତି ସେମାନଙ୍କର ପ୍ରତିଷ୍ଠା ବୃଦ୍ଧି ହେବ। ପାରିବାରିକ ଜୀବନକୁ ସମୃଦ୍ଧିର ଆଗମନ ହେବ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc