Home news ନଜର ପକାନ୍ତୁ ଦିନ କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦିନ କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

ଆନ୍ଧ୍ରପ୍ରଦେଶରେ ବିଲାତି କିଲୋ ୪ଟଙ୍କା ; ରାସ୍ତାରେ ଫିଙ୍ଗୁଛନ୍ତି ଚାଷୀ ।

ଏପଟେ ଶୁଭ ବିବାହ, ସେପଟେ ଶ୍ରଦ୍ଧାଞ୍ଜଳି । ଝିଅ ପ୍ରେମ ବିବାହ କରିବାରୁ ବଞ୍ଚିଥାଉ ଥାଉ ଝିଅ ପାଇଁ ଶୁଦ୍ଧି ହୋଇଗଲେ ପରିବାର ଲୋକ ।ଏଭଳି ଏକ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ।

ନୂଆଁଖାଇ ପାଇଁ ବାହାରିଲା ଲଗ୍ନ, ସେପ୍ଟେମ୍ବର ୨୦ରେ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ।

ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୁସାରେ ସେପ୍ଟେମ୍ବର ୨୦ ତାରିଖ ସକାଳ ୧୦ଟା ୪୨ ମିନିଟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ହେବ ।

ଆସନ୍ତା ଅକ୍ଟୋବର ୪ ତାରିଖରୁ ଆରମ୍ଭ ହେବ ଦଶମ ଶ୍ରେଣୀ ଷାଣ୍ମାସିକ ପରୀକ୍ଷା । ପିଲାମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି ମାଧ୍ୟମିକ ଶିକ୍ଷା ବୋର୍ଡ । ଦିନ ୧୦ଟାରୁ ୧୨.୩୦ ପ୍ରଥମ ଏବଂ ୧.୩୦ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଦ୍ୱିତୀୟ ସିଟିଂରେ ପରୀକ୍ଷା ଅନୁଷ୍ଠିତ ହେବ ।

ଷ୍ଟାଲିନ୍‌ଙ୍କ ପରେ ବିବାଦରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ସଭାରେ ସନାତନ ଧର୍ମକୁ କୁଷ୍ଠ ଓ ଏଡ୍ସ ଭଳି ରୋଗ ସହ ତୁଳନା କଲେ ଏ.ରାଜା ।

ପୋଷ୍ଟରରେ ୫-ଟି ସଚିବଙ୍କ ଫଟୋ ଦେଖି ଓଡ଼ିଆ ଭାବେ ମୁଁ ଲଜ୍ଜିତ: ଜୟନାରାୟଣ ମିଶ୍ର।

ଭୁବନେଶ୍ବର ବିମାନବନ୍ଦରରୁ ସୁନା ବିସ୍କୁଟ ଜବତ ହୋଇଛି । ଚୋରା ସୁନା ବିସ୍କୁଟ ଚାଲାଣ ଅଭିଯୋଗରେ ଜଣେ ଗିରଫ ହୋଇଛି । ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି କଷ୍ଟମ୍ ବିଭାଗ ।

G-20 ସମ୍ମିଳନୀ ପାଇଁ ପ୍ରସ୍ତୁତ କରାଗଲା ଇଣ୍ଟରନ୍ୟାସନାଲ ମିଡିଆ ହଲ, ୧୫୦୦ରୁ ଅଧିକ ସାମ୍ଵାଦିକ ହେବେ ସାମିଲ୍‌ ।

ଖାଉଟିଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି, ୨୨ ପ୍ରତିଶତ ଶସ୍ତାରେ ମିଳିବ ମସୁର ଡାଲି ।

ବଣ୍ଡାଘାଟିର ୩ ପ୍ରବାସୀ ଓଡ଼ିଆ ହାଇଦ୍ରାବାଦ୍‌ରେ ମୃତ, ୨ ଗୁରୁତରଙ୍କୁ ଡାକ୍ତରଖାନାରେ ଭର୍ତ୍ତି ।

ପାକିସ୍ତାନର ଚିତ୍ରାଲ ଜିଲ୍ଲାକୁ ଏବେ ଆତଙ୍କବାଦୀ ସଂଗଠନ ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ଦଖଲ କରିନେଇଛି। ଏହି ଜିଲ୍ଲାଟି ଖୈବର ପଖତୁନଖଓ୍ବା ପ୍ରଦେଶରେ ଅବସ୍ଥିତ ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସୁଶ୍ରୀ ମମତା ବାନାର୍ଜୀ ଗୁରୁବାର ପଶ୍ଚିମବଙ୍ଗ ବିଧାୟକ ମାନଙ୍କର ଦରମା ମାସିକ ୪୦ ହଜାର ଟଙ୍କା ବୃଦ୍ଧି ଘୋଷଣା କରିଛନ୍ତି। ।

ବଡପରଦାକୁ ଆସିଲା ଶାହାରୁଖଙ୍କ ଯବାନ । ଦେଶରେ ୫ ହଜାର ହଲରେ ଚାଲିଲା ହାଉସଫୁଲ ସୋ

ପୂର୍ବ ଏସିଆ ଶିଖର ସମ୍ମିଳନୀରେ ସାମିଲ ହେଲେ ପ୍ରଧାନମନ୍ତ୍ରୀ । ସମ୍ମିଳନୀରୁ ସଂପର୍କ ସୁଦୃଢ ପାଇଁ ରଖିଲେ ୧୨ ସୂତ୍ରୀ ଯୋଜନା ।

ମହାକାଶରେ ସେଲଫି ନେଲା ଆଦିତ୍ୟ-ଏଲ୧ । ପୃଥିବୀ ଓ ଚନ୍ଦ୍ର ସହ ସେଲଫି ଉଠାଇଲା ସୂର୍ଯ୍ୟ ଯାନ ।

ଦିନକ ପରେ ଦିଲ୍ଲୀରେ ଜି-୨୦ ସମ୍ମିଳନୀ । ସାମିଲ ହେବାକୁ ଆସୁଛନ୍ତି ବିଶ୍ୱର ବଡ-ବଡ ନେତା, ସୁରକ୍ଷା ବ୍ୟବସ୍ଥା କଡାକଡି

ବିଶ୍ଵକପ୍ ପାଇଁ ନେଦରଲାଣ୍ଡ୍‌ସ ଦଳ ଘୋଷଣା, ୩ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କୁ ମିଳିଲା ସ୍ଥାନ ।

ବାପା-ପୁଅଙ୍କ ଭିନ୍ନ କଥା: ମନ୍ମଥ କହିଲେ, କଂଗ୍ରେସରୁ ଲଢ଼ିବେ ନାହିଁ । ସୁର କହିଲେ, ମୁଁ ଯାହା କହିବି ପୁଅ ସେଇଆ କରିବ ।

G-20ରେ ବିଦେଶୀ ଅତିଥି ନେବେ UPI ନେଣଦେଣର ଅନୁଭବ, ୱାଲେଟ୍‌ରେ ପଇସା ଜମା କରିବେ ସରକାର ।

ଏବେ ଡେବିଟ କିମ୍ବା କ୍ରେଡିଟ କାର୍ଡ ବିନା ଉଠାଇପାରିବେ ଟଙ୍କା, ଭାରତରେ ଲଞ୍ଚ ହେଲା ୟୁପିଆଇ ଏଟିଏମ୍‌ ।।

ଦିଲ୍ଲୀ ପ୍ରସ୍ତୁତ: ଆଜି ପହଞ୍ଚିବେ ବାଇଡେନ, ସୁନକ, କିସିଡ଼ା, ଟ୍ରୁଡ଼ୋ।

ଭାରତ ଫେରିବାପରେ ମୋଦୀ ଜି-୨୦ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସୁଷମା ସ୍ବରାଜ ଭବନରେ ମୋଦୀ କ୍ୟାବିନେଟ୍‌ ମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି।

ସେପ୍ଟେମ୍ବର ୧୬ ରେ ଲୋକାର୍ପଣ ହେବ ବହୁପ୍ରତିକ୍ଷିତ ନେତାଜୀ ବସ୍ ଟର୍ମିନାଲ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc