ନିରପେକ୍ଷ(ଭୁବନେଶ୍ବର) ୩௦/௦୮: ଆଉ ନିସ୍ତାର ନାହିଁ ଅପରାଧୀ ମାନଙ୍କୁ। କିଛି ବି ଘଟାଇବା ପୂର୍ବରୁ ସବୁ କିଛି ଚିନ୍ତା କରିବାକୁ ପଡିବ । ନହେଲେ ନାମ ନେବେ ଦୁର୍ବୁତ୍ତ କାରଣ ଏଣିକି କମିଶନରେଟ ପୋଲିସ ପକ୍ଷରୁ ରାଜଧାନୀରେ ଆରମ୍ଭ ହେବ ‘ସହଭାଗିତା’ । ପୁରା ସିସିଟିଭି ସର୍ଭେଲାନ୍ସରେ ରହିବ ଟୋଟାଲ ଭୁବନେଶ୍ୱର । ଅପରାଧୀଙ୍କୁ ଧରିବା ଓ କ୍ରାଇମ୍ କଣ୍ଟ୍ରୋଲ କରିବା ପାଇଁ କମିଶନରେଟ ପୋଲିସର ନୂଆ ରଣନୀତି ପ୍ରସ୍ତୁତ ହୋଇଛି ।
