Home news ଦୀର୍ଘ ବର୍ଷ ର ସ୍ବପ୍ନ ହେବ ପୁରଣ ;ଉଡ଼ିବ ବିମାନ

ଦୀର୍ଘ ବର୍ଷ ର ସ୍ବପ୍ନ ହେବ ପୁରଣ ;ଉଡ଼ିବ ବିମାନ

by Admin
0 comment

ନିରପେକ୍ଷ ବ୍ୟୁରୋ: ଅନେକ ଦିନ ଧରି ଦେଖିଥିବା ସ୍ବପ୍ନ ହେଲା ପୁରଣ । ତେବେ କଳାହାଣ୍ଡି ବାସୀଙ୍କ ଦୀର୍ଘ ୬୧ ବର୍ଷର ସ୍ବପ୍ନ ପୁରଣ ହେବାକୁ ଯାଉଛି। ୩୧ ତାରିଖ ବିଧିବଦ୍ଧ ଭାବରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି। ତାହା ପୂର୍ବରୁ ଆଜି ଟ୍ରାଏଲ୍ ପାଇଁ ରନୱେରୁ ଉଡ଼ିଛି ବିମାନ। ଉତକେଲା ବିମାନ ବନ୍ଦର ଅଗଷ୍ଟ ୩୧ରେ ଉଦଘାଟନ ହେବ।

ସକାଳ ୧୦ଟା ୩୫ରେ ପ୍ରଥମ ବିମାନ ଉତକେଲାରୁ ଉଡିବ। କେନ୍ଦ୍ର ବେସାମରିକ ମନ୍ତ୍ରୀ ଜ୍ୟୋତିଆଦିତ୍ୟ ସିନ୍ଧିଆ ଭର୍ଚୁଆଲ ମୋଡରେ ଏବଂ ଭୁବନେଶ୍ୱରରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ଟୁକୁନି ସାହୁ ଓ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଫ୍ଲାଗ ଦେଖାଇ ଶୁଭାରମ୍ଭ କରିବେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc