Home ASTROLOGY ଏହି ସବୁ ରାଶିଙ୍କ ଉପରେ ଆଜି ରହିବ ଶନିଦେବ ଙ୍କ କୃପା

ଏହି ସବୁ ରାଶିଙ୍କ ଉପରେ ଆଜି ରହିବ ଶନିଦେବ ଙ୍କ କୃପା

by Admin
0 comment

【ଆଜି ର ରାଶି ଫଳ】
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🌹ମେଷ: 🐏ମେଷ👉ଆପଣ ନିଜକୁ ସ˚ବରଣରେ ରଖିବା ଦରକାର। ଜରୁରୀ କାମ କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ପାରିବାରିକ ଜୀବନ ସୁଖମୟ ହେବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🐮ବୃଷ👉କୌଣସି ବଡ଼ କାମରେ ଲାଭ ହେବ। ଖୁସି ଖବର ପାଇବେ। ସଙ୍ଗୀତ ନିର୍ଦେଶକଙ୍କ ଲାଗି ଦିନଟି ଭଲ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
👩‍❤️‍👨ମିଥୁନ👉ଆପଣ ଅତ୍ୟଧିକ ଆତ୍ମବିଶ୍ବାସ ଅନୁଭବ କରିବେ। ଆପଣଙ୍କର ସବୁ ଇଚ୍ଛା ପୂରଣ ହେବ। ବିବାହିତ ଲୋକଙ୍କ ଜୀବନରେ ସବୁ ଭଲ ରହିବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🦀କର୍କଟ👉ମାନସିକ ଶାନ୍ତି ପାଇବା ଲାଗି ଆଧୢାତ୍ମିକତା ବୃଦ୍ଧି କରନ୍ତୁ। ଜୀବନସାଥୀଙ୍କ ପ୍ରସଙ୍ଗରେ ଅଧିକ ଦଖଲ ଦିଅନ୍ତୁ ନାହିଁ। ବେପାର ସମ୍ବନ୍ଧରେ ଭଲ ଖବର ପାଇବେ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🦁ସିଂହ👉ଜୀବନରେ କିଛି ନୂଆ କରିବା ପାଇଁ ମନରେ ବିଚାର ଆସିବ। ଧାର ଦେଇଥିବା ଅର୍ଥ ଫେରସ୍ତ ପାଇବେ। ପାରିବାରିକ ଦାୟିତ୍ବ ଭଲରେ ତୁଲାଇବେ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🙎‍♀️କନ୍ୟା👉ଅନ୍ୟମାନଙ୍କୁ ନିଜର ମନ କଥା କହିବେ। ରାଜନୀତିରେ ଆଧିପତ୍ୟ ବଢ଼ିବ। ନୂଆ ଚାକିରିର ସୁଯୋଗ ରହିଛି। ପାରିବାରିକ ଜୀବନ ସୁଖମୟ ହେବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
⚖️ତୁଳା👉ଧର୍ମ କାର୍ଯ୍ୟରେ ସମୟ ବିତିବ। କୌଣସି ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରନ୍ତୁ, ଲାଭ ହେବ। ଅଫିସରେ ଲାଗିରହିଥିବା ବିବାଦର ସମାଧାନ ହେବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🦂ବିଛା👉କୌଣସି କାମରେ ଅନୁଭବୀ ବ୍ୟକ୍ତିଙ୍କ ସାହାଯ୍ୟ ପାଇବେ। ରାଜନୀତିରେ କିଛି ଆଶା ପୂରଣ ହେବ। ଦାମ୍ପତ୍ୟ ସମ୍ବନ୍ଧରେ ମିଷ୍ଟତା ବଢ଼ିବ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🏹ଧନୁ👉କାରବାର ସମ୍ବନ୍ଧରେ ବରିଷ୍ଠଙ୍କ ସହିତ ଆଲୋଚନା କରିବେ। ଅଫିସରେ କୌଣସି କାମରେ ଅଧିକ ସମୟ ଲାଗିବ। ମାଆଙ୍କର ବିଶେଷ ଧୢାନ ରଖନ୍ତୁ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🐊ମକର👉ବଡ଼ କ˚ପାନି ସହିତ ଡିଲ୍‌ କରିବାର ସୁଯୋଗ ମିଳିପାରେ। ଶିକ୍ଷା ସମ୍ବନ୍ଧୀୟ ସବୁ ମାମଲା ସମାଧାନ ହୋଇଯିବ। ସ୍ବାସ୍ଥ୍ୟ ଦୃଷ୍ଟିରୁ ସୁସ୍ଥ ସବଳ ରହିବେ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🏺କୁମ୍ଭ👉ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ପ୍ରେମ ଆଳାପରେ ସତେଜତା ଅନୁଭବ କରିବେ।
᯽⊱▬▬▬❊⊰❀▬▬❀⊱❊▬▬▬⊰᯽
🐟ମୀନ👉ସମାଜରେ ଆପଣଙ୍କୁ ଆଦର ସମ୍ମାନ ମିଳିପାରେ। କ୍ୟାରିୟରରେ ଉନ୍ନତିର ମାର୍ଗ ଖୋଲିବ। ଖରିଦବିକ୍ରି ପାଇଁ ଦିନଟି ଭଲ। ଛାତ୍ରଙ୍କୁ କୌଣସି ଭଲ ଖବର ପାଇବେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc