ନିରପେକ୍ଷ(ନୂଆଦିଲ୍ଲୀ)୨୩/୮/୨୩ : ସବୁ ଅପେକ୍ଷା ର ଅନ୍ତ ।ମନରେ ଉତ୍ସହ ।ମାତ୍ର ଆଉ କେଇ ଘଣ୍ଟା ର ଅପେକ୍ଷା ।ତେବେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଙ୍ଗ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି। ଚନ୍ଦ୍ରଯାନ-୩ର ସଫଳତା ଉପରେ ସାରା ଵିଶ୍ଵର ନଜର ରହିଥିଵା ଵେଳେ ଲ୍ୟାଣ୍ଡିଙ୍ଗ ସମୟରେ ଏହାର ଲାଇଭ ପ୍ରସାରଣ କରିଵାକୁ ଇସ୍ରୋ ପକ୍ଷରୁ ଯୋଜନା ହୋଇଛି। ଵ୍ରିକ୍ସ ସମ୍ମିଳନୀ ପାଇଁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଥିଵା ପିଏମ ମୋଦି ଭିସି ମାଧ୍ୟମରେ ଲ୍ୟାଣ୍ଡିଙ୍ଗ ଵେଳେ ଉପସ୍ଥିତ ରହିଵେ।
