ନିରପେକ୍ଷ(ଭୁବନେଶ୍ବର) :ଭିଜିଲାନ୍ସ ଦ୍ୱାରା ଗିରଫ ଆଉ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ । କୋରାପୁଟ ନାରାୟଣପଟଣାର ପୂର୍ବତନ ବିଡିଓ ରେମେଶ ଚନ୍ଦ୍ର ସାହୁଙ୍କୁ ଦିଲ୍ଲୀରୁ ଗିରଫ କରାଯାଇଛି। ତାଙ୍କ ବିରୁଦ୍ଧରେ ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ବିଭାଗ ୭ଟି ମାମଲା ରୁଜୁ କରିଛି। ସେ ୨୦୧୫ ଠାରୁ ଫେରାର ଥିଲେ। ଦୀର୍ଘ ୮ ବର୍ଷ ପରେ ଆଜି ଓଡିଶା ଭିଜିଲାନ୍ସ ରେମେଶ ଚନ୍ଦ୍ର ସାହୁଙ୍କୁ ନୂଆ ଦିଲ୍ଲୀରୁ ଗିରଫ କରିଛି। କୋର୍ଟରେ ହାଜରପରେ ଟ୍ରାଞ୍ଜିଣ୍ଟ ରିମାଣ୍ଡରେ ଭୁବନେଶ୍ବର ଅଣାଯିବ।
ନୂଆ ଦିଲ୍ଲୀରୁ ପୂର୍ବତନ ବିଡିଓଙ୍କୁ ବାନ୍ଧିଲା ଭିଜିଲାନ୍ସ
previous post