Home Breaking News ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

ନଜର ପକାନ୍ତୁ ଦେଶ ବିଦେଶର କିଛି ଗୁରୁତ୍ୱ ପୂର୍ଣ୍ଣ ଖବର

by Admin
0 comment

୧-ଭୁବନେଶ୍ୱର:ଆଜିଠୁ UG, PG ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ।

୨-ଟମାଟୋ ପରେ ଚିନ୍ତା ବଢାଇଲାଣି ପିଆଜ, ୧୨ ଦିନରେ ୧୦ଟଙ୍କା ମହଙ୍ଗା।

୩-ଉତ୍କଳ ବିଶ୍ୱବିଦ୍ୟାଳୟକୁ ପୁଣି ଆସିବ ନାକ୍ ଟିମ୍। ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପ୍ରଥମ ସପ୍ତାହରେ ଆସିବା ଚର୍ଚ୍ଚା।

୪-ପୁରୀ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜରେ ରାଗିଂ ଅଭିଯୋଗ, ରାଗିଂ ନେଇ କଲେଜ ଡିନଙ୍କ ମେରାଇନ ଥାନାରେ ଅଭିଯୋଗ, ଦ୍ବିତୀୟ ବର୍ଷର ୩ଜଣ ଛାତ୍ରଙ୍କ ନାମରେ ହୋଇଛି ଅଭିଯୋଗ।

୫-କାମାକ୍ଷାନଗର:ରୁଟି ପୋଡ଼ିଯିବାରୁ ତାୱାରେ ବୋହୂକୁ ଚେଙ୍କ, ଗିରଫ ହେଲେ ଶାଶୁ ଓ ସ୍ବାମୀ।

୬-ଆକ୍ସନ ମୁଡରେ ବାଲେଶ୍ବର ଏସପି ସାଗରିକା ନାଥ, ରାତି ଅଧରେ ବୁଲେଟ ଧରି ମାରୁଛନ୍ତି ପଇଁତରା।

୭-ଭୁବନେଶ୍ୱର:ଚାକିରି ଦେବା ନାଁରେ ଠକେଇ ମାମଲା: ମାଷ୍ଟର ମାଇଣ୍ଡ କାହ୍ନୁ ଚରଣ ପ୍ରଧାନକୁ ଗିରଫ କଲା ଏସଟିଏଫ।

୮-ମହାନତା ଦେଖାଇଲେ ଫାଇଭ ଟି ସଚିବ, କାଳିମାଡ଼ କରିଥିବା ଭାସ୍କର ସାହୁକୁ ଛାଡିଲା ପୋଲିସ।

୯-କିଟ୍ ପଲିଟେକ୍ନିକର ୨୯ତମ ପ୍ରତିଷ୍ଠା ଦିବସ ପାଳିତ: ସିଙ୍ଗାପୁରର ନନ୍ୟାଙ୍ଗ ଢାଞ୍ଚାରେ ରୂପ ଦେବାକୁ ଘୋସଷଣା କଲେ ପ୍ରତିଷ୍ଠାତା।

୧୦-ଭୁବନେଶ୍ୱର:ଏଣିକି ବାବୁ ମାନେ ମନଇଚ୍ଛା ଗାଡି ଚଢି ପାରିବେନି ଗାଡ଼ି, ଅଫିସରଙ୍କ ଗସ୍ତ ସ୍ଥିର କଲେ ସରକାର।

୧୧-ଆନନ୍ଦପୁର:ଶୋଇଥିବାବେଳେ ଓଠକୁ କାମୁଡ଼ା ଦେଲା ସାପ, ୭ ମାସର ଶିଶୁ କନ୍ୟାର ମୃତ୍ୟୁ।

୧୨-ସୋର:ପୁଲିସକୁ ଆକ୍ରମଣ କରି ଅଭିଯୁକ୍ତକୁ ପରିବାର ଲୋକେ ଛଡ଼ାଇନେଇଥିବା ଅଭିଯୋଗ।

୧୩-ପିପିଲି: ଡେଲାଙ୍ଗର ଧାନକେରା ପଞ୍ଚାୟତ ନୂଆଗାଁରେ ଭୟାବହ ଅଗ୍ନିକାଣ୍ଡଘଟି ୨୫ ବଖରା ଘର ଭସ୍ମିଭୂତ।

୧୪-ଏନଆଇଟି କନିଷ୍ଠ ସହାୟକ ପଦ ପାଇଁ ପରୀକ୍ଷା ଦେଉଥିଲେ ୪ ନକଲି ପରୀକ୍ଷାର୍ଥୀ, ଗିରଫ କଲା ରାଉରକେଲା ପୁଲିସ ।

୧୫-ରାଜଧାନୀରେ ଥମୁନି ଡେଙ୍ଗୁ ଆତଙ୍କ: ରାଜ୍ୟରେ ୨୩୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା।

୧୬-ଭୁବନେଶ୍ବର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ନାମ ବଦଳିଛି, ଭୁବନେଶ୍ବର-ନୂଆଦିଲ୍ଲୀ ତେଜସ୍ ରାଜଧାନୀ ଏକ୍ସପ୍ରେସ ଭାବରେ ଏହାର ନାମ ପରିବର୍ତ୍ତନ କରାଯାଇଛି।

୧୭-ଉତ୍ତରକାଶୀରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଖାଲ​‌ରେ ବସ ଖସି ୮ ମୃତ, ୨୭ ଆହତ।

୧୮-ଅନ୍ତିମ ପର୍ଯ୍ୟାୟରେ ଭାରତର ଚନ୍ଦ୍ର ଅଭିଯାନ: ଅଗଷ୍ଟ ୨୩ ସଂଧ୍ୟା ୬ଟା ୪ରେ କରିବ ଅବତରଣ।

୧୯-ଲଦାଖରେ ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାହୁଲ।ସୀମା ସ୍ଥିତାବସ୍ଥାକୁ ନେଇ ଲଦାଖବାସୀ ଖୁସି ନାହାନ୍ତି ବୋଲି ରାହୁଲ କହିଛନ୍ତି।

୨୦-ଡବ୍‌ଲିନ୍‌: ଘରୋଇ ଆୟରଲାଣ୍ଡ ବିପକ୍ଷ ଟ୍ବେଣ୍ଟି-୨୦ ଶୃଙ୍ଖଳା ଜିତିଛି ଭାରତୀୟ ଦଳ

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc