ନିରପେକ୍ଷ ବ୍ୟୁରୋ :ମାଗାଜିନ ର କଥା ଆସିଲେ ଏମିତି ତ ମାଗାଜିନ୍ ର କଭର ପେଜରେ ସବୁବେଳେ ହିରୋଇନ ଏବଂ ହେରାଙ୍କର ଷ୍ଟାଇଲିସ ଫଟୋ ଦେଖିବାକୁ ମିଳିଥାଏ । କିନ୍ତୁ ଏଥର ମାଗାଜିନ୍ ରେ ଦେଖିବାକୁ ମିଳିଛି ଆମ ଦେଶର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ । ଟାଇମ୍ସ ଗ୍ରୁପର ମ୍ୟାନେଜିଂ ଡାଇରେକ୍ଟର ବିନୀତ ଜୈନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ସ୍ବତନ୍ତ୍ର ଷ୍ଟୋରୀ କରିଛିନ୍ତି ।
