ନିରପେକ୍ଷ(ନୂଆଦିଲ୍ଲୀ) : ଇତି ମଧ୍ୟରେ ମିଳିଲା ସମ୍ମତି ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡିଜିଟାଲ ବ୍ୟକ୍ତିଗତ ତଥ୍ୟ ବା ଡାଟା ସୁରକ୍ଷା ଊଚଊଚ ବିଲ୍-୨୦୨୩ କୁ ସମ୍ମତି ପ୍ରଦାନ କରିଛନ୍ତି । ପୂର୍ବରୁ ଏହା ପାର୍ଲାମେଣ୍ଟର ଉଭୟ ସଭାଦନରେ ଗୃହୀତ ହୋଇଥିଲା । ଗତ ୯ ତାରିଖରେ ଏହା ରାଜ୍ୟସଭାରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିବା ବେଳେ ୭ ତାରିଖ ଦିନ ଲୋକସଭାରେ ଏହା ମୌଖିକ ଭୋଟ୍ରେ ଗୃହୀତ ହୋଇଥିଲା।
