ନିରପେକ୍ଷ ବ୍ୟୁରୋ : କିଛି ଦିନ ନୀରବତା ପରେ ମୁହଁ ଖୋଲିଲେ ସୌରିନ୍। କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଭଳି ମାମଲା ରୁଜୁ ହୋଇଛି। ଏ ନେଇ ପ୍ରଥମ ଥର ପାଇ଼ଁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ସୌରିନ୍। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସୌରିନ୍ କହିଛନ୍ତି ଯେ ତାଙ୍କ ନାଁ ହୋଇଥିବା ସମସ୍ତ ଅଭିଯୋଗ ମିଛ, ସେ ଖୁବ୍ ଶିଘ୍ର କ୍ଲିନ୍ ଚିଟ୍ ପାଇବାକୁ ଯାଉଛନ୍ତି। କଣ୍ଠଶିଳ୍ପୀ ସୌରିନ୍ ଭଟ୍ଟଙ୍କ ବିରୋଧରେ ଯୌନ ନିର୍ଯାତନା ଓ ଦୁଷ୍କର୍ମ ଭଳି ମାମଲା ରୁଜୁ ହୋଇଛି। ଏ ନେଇ ପ୍ରଥମ ଥର ପାଇ଼ଁ ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି ସୌରିନ୍। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସୌରିନ୍ କହିଛନ୍ତି ଯେ ତାଙ୍କ ନାଁ ହୋଇଥିବା ସମସ୍ତ ଅଭିଯୋଗ ମିଛ , ସେ ଖୁବ୍ ଶିଘ୍ର କ୍ଲିନ୍ ଚିଟ୍ ପାଇବାକୁ ଯାଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଆପଣମାନଙ୍କୁ ଆଶ୍ରୀବାଦ ମୋ ସହିତ ଥାଉ’।
