ନିରପେକ୍ଷ ବ୍ୟୁରୋ:ମଉଳିଲା ଆଶା । ପୁଣି ନିରାଶ ଟିମ ଇଣ୍ଡିଆ । ବିଜୟ ଆଶାରେ ମଇଦାନକୁ ଓହ୍ଲାଇଥିଵା ଟିମ ଇଣ୍ଡିଆ ଗତକାଲି ଦ୍ଵିତୀୟ ଥର ପାଇଁ ୱେଷ୍ଟଇଣ୍ଡିଜ ଠାରୁ ହାରିଛି । ପ୍ରଥମେ ଟସ ଜିତି ଭାରତ ଵ୍ୟାଟିଙ୍ଗ ନିଷ୍ପତ୍ତି ନେଇଥିଲା ପରେ ପାୱରପ୍ଲେରେ ଶୁଭମନ ଗିଲ ଓ ସୂର୍ଯ୍ୟକୁମାର ଯାଦଵ ଆଉଟ ହୋଇଥିଲେ । ୧୨ ଓଭର ମଧ୍ୟରେ ଭାରତୀୟ ଦଳର ୪ ମୂଲ୍ୟଵାନ ୱିକେଟ ହରାଇଥିଲା ।
