ନିରପେକ୍ଷ: ହିନ୍ଦୋଳ(୫/୮) : ନରରାକ୍ଷସ ସ୍ୱାମୀର ଭୟାନକ କାଣ୍ଡ ।ଭୁଲିଗଲା ସବୁ ସମ୍ପର୍କ ସ୍ତ୍ରୀକୁ ଅଧରାତିରେ ପଟିପିଟି ହତ୍ୟା କଲା ନୃଶଂସ ସ୍ୱାମୀ l ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ତ ବାଲିମି ଥାନା ଅନ୍ତର୍ଗତ ଦୁଦୁରୁକୋଟ ବାଘୁଆ ସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି l ଗ୍ରାମର ପ୍ରତାପ ସାମଲ (୪୨ ବର୍ଷ) ତାଙ୍କ ସ୍ତ୍ରୀ ମୀନତି ସାମଲ (୩୮ ବର୍ଷ)ଙ୍କୁ ପିଟିପିଟି ହତ୍ୟା କରିଥିବା ନେଇ ବାଲିମି ଥାନାରେ ଲିଖିତ ଅଭିଯୋଗ ହୋଇଛି।
