Home Breaking News ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।

ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।

by Admin
0 comment

ନିରପେକ୍ଷ(ସମ୍ବଲପୁର) : ଗତ କିଛି ଦିନ ଧରି ଲାଗିରହିଥିଲା ବର୍ଷା । ବଢୁଛି ହୀରାକୁଦ ଜଳସ୍ତର । ୬୨୦.୪୧ଫୁଟରେ ପହଞ୍ଚିଲା ହୀରାକୁଦ ଜଳ । ବର୍ତମାନ ଡ୍ୟାମ ଭିତରକୁ ପ୍ରବେଶ କରୁଛି ୪ ଲକ୍ଷ ୮୪ ହଜାର ଘନଫୁଟ ବନ୍ୟାଜଳ । ଲକ୍ଷେ ୭୦ ହଜାର ୨୮୦ ଘନଫୁଟ ବନ୍ୟାଜଳ ଜଳଭଣ୍ଡାରରୁ ନିସ୍କାସିତ ହେଉଛି । ୧୨ ଟି ଦେଇ ନିଷ୍କାସିତ ହେଉଛି । ବାମପଟୁ ୭ଟି ଡାହାଣ ପଟୁ ୫ଟି ଗେଟ୍ ଖୋଲାଅଛି । ମୁଣ୍ଡଳିରେ ୪ ଲକ୍ଷ ୨୦ ହଜାର ୮୨୪ ଘନଫୁଟ ବନ୍ୟାଜଳ ପ୍ରବାହିତ ହେଉଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc