ଆସନ୍ତା ତିନିରୁ ଚାରି ଦିନ ପର୍ଯ୍ୟନ୍ତ ପୂର୍ବ ଏବଂ ପୂର୍ବ ମଧ୍ୟ ଭାରତର ବିଚ୍ଛିନ୍ନ ସ୍ଥାନରେ ପ୍ରବଳରୁ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି ଭାରତ ପାଣିପାଗ ବିଭାଗ (IMD)। ବୁଧବାର ଉତ୍ତର ଓଡ଼ିଶାରେ ଏବଂ ଗୁରୁବାର ମଧ୍ୟପ୍ରଦେଶରେ ଅତ୍ୟଧିକ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
previous post