ନିରପେକ୍ଷ ବ୍ୟୁରୋ : ଅଧୁନା ମଧୁମେହ ଏକ ଚିନ୍ତାର କାରଣ ପାଲଟିଛି ।ଆଉ ବର୍ତ୍ତମାନ ସମୟରେ ଅଧିକାଂଶ ଲୋକେ ମଧୁମେହ ରୋଗରେ ଆକ୍ରାନ୍ତ ହେଉଛନ୍ତି ।ତେବେ ଏହି ମଧୁମେହ ୨ ପ୍ରକାରର ରହିଛି। ଯଥା ଟାଇପ୍ ୧ ଓ ଟାଇପ୍ ୨। ତେବେ ଭୁଲ୍ ଜୀବନଶୈଳୀ, ବାହାର ଖାଦ୍ୟର ଅଧିକ ସେବନ, ସମୟ ଅନୁଯାୟୀ ଭୋଜନ ନକରିବା ମଧୁମେହ ରୋଗ ହେବାର ଏକ ମୁଖ୍ୟ କାରଣ ବୋଲି ବିଶେଷଜ୍ଞ ମାନେ ମତ ପୋଷଣ କରନ୍ତି । ମଧୁମେହ ରୋଗୀଙ୍କ ପାଇଁ ରକ୍ତରେ ଶର୍କରାର ମାତ୍ରା ଅଧିକ କିମ୍ବା କମ୍ ଭଲ ନୁହେଁ।

କମ୍ ଓ ଅଧିକ ହେବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ମଧୁମେହ ନିୟନ୍ତ୍ରଣ ହୋଇ ରହିବା ପାଇଁ କିଛି ସ୍ୱତନ୍ତ୍ର ଖାଦ୍ୟ ଓ ସଠିକ୍ ସମୟରେ ଖାଦ୍ୟ ସେବନ କରିବା ନିତାନ୍ତ ଆବଶ୍ୟକ। ତେବେ କେତେ ସମୟ ବ୍ୟବଧାନରେ ମଧୁମେହ ରୋଗୀ ଖାଦ୍ୟ ସେବନ କରିବା ଉଚିତ। ଆସନ୍ତୁ ସେ ଉପରେ ନଜର ପକାଇବା …
