ନିରପେକ୍ଷ(ନୂଆଦିଲ୍ଲୀ) : ସମୟ ଗଡୁଛି ଉତ୍ସାହ ବଢୁଛି ,ଅପେକ୍ଷ ରେ ସମସ୍ତେ ତେବେ ଏହାରି ଭିତରେ ପୃଥିବୀ ଛାଡ଼ିଲା ଚନ୍ଦ୍ରଯାନ-୩ । ପୃଥିବୀ କକ୍ଷରୁ ଚନ୍ଦ୍ର କକ୍ଷକୁ ପଠାଇବା ପାଇଁ ଗତକାଲି ରାତି ୧୨ରୁ ଗୋଟାଏ ମଧ୍ୟରେ ଥ୍ରଷ୍ଟ ଇଞ୍ଜିନ ଚାଲୁ କରାଯାଇଥିଲା । ମଧ୍ୟରାତ୍ରୀରେ ଟ୍ରାନ୍ସ ଲୁନାର ଇଞ୍ଜେକସନ ପ୍ରକ୍ରିୟା ସରିଥିଲା । ଏଥିପାଇଁ ୨୮ରୁ ୩୧ ମିନିଟ ସମୟ ଲାଗିଥିଲା ।
