Home Breaking News ଦେଖନ୍ତୁ କଣ ରହିଛି ଆଜିର ହେଡଲାଇନ୍ସ …..

ଦେଖନ୍ତୁ କଣ ରହିଛି ଆଜିର ହେଡଲାଇନ୍ସ …..

by Admin
0 comment

୧-ସରିଲା+୨ ଦ୍ବିତୀୟ ପର୍ଯ୍ୟାୟ ନାମଲେଖା ,ଏବେ ବି ଲକ୍ଷାଧିକ ଆସନ ଖାଲି।

୨-ମହିଳା ଓ ଶିଶୁ ନିର୍ଯ୍ୟାତନା ପ୍ରସଙ୍ଗ:ସବୁ ବିଭାଗ,SPଙ୍କଠୁ ତଥ୍ୟ ଲୋଡିଲେ ସରକାର।

୩-ରାଷ୍ଟ୍ରପତିଙ୍କ ପାଇଁ ୫୫ ପ୍ଲାଟୁନ ପୋଲିସ, ଆଜି ହେବ ରିହର୍ସାଲ।

୪-ରାୟଗଡ଼ା:ପ୍ରଚାର ସୀମିତ ‘ବେଟି ବଚାଓ ବେଟି ପଢାଓ’:ପାଠ ଛାଡୁଛନ୍ତି ବାଳିକା।

୫-ହାଇଟେକ୍ ଜମାକାରୀ ଫେରିପାଇବେ ଟଙ୍କା,୫ ହଜାର ଜମାକାରୀଙ୍କୁ ମିଳିବ ୪୦ କୋଟି।

୬-କନ୍ଧମାଳ:ସଶକ୍ତ ହେବେ ୧୨ଟି ବ୍ଲକର ୨୪ ଜଣ ଦିବ୍ୟାଙ୍ଗ, ୩ ଚକିଆ ମୋଟର ଯାନ ବାଣ୍ଟିଲେ ଡ.ଅଚ୍ୟୁତ ସାମନ୍ତ।

୭-ଓଡିଆରେ ପଢାଯିବ CBSE କୋର୍ସ, ଯେଉଁ ପିଲାମାନେ ଓଡିଆରେ ପଢିବାକୁ ଚାହୁଁଛନ୍ତି ସେମାନେ ପଢିପାରିବେ।

୮-୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ରେଡ୍‌ ହ୍ୟାଣ୍ଡ ଧରାପଡିଲେ ଭଦ୍ରକ ବନ୍ତ ଥାନା ଏଏସ୍‌ଆଇ ମାନସ ପରିଡା।

୯-ଶ୍ରୀମନ୍ଦିର ଚାରିଦ୍ୱାର ଦେଇ ଦର୍ଶନ ବ୍ୟବସ୍ଥା ଲାଗି ଧର୍ମେନ୍ଦ୍ର ଓ ନରସିଂହଙ୍କ ଦାବି, ସମୟ ଆସିଲେ ଚାରୋଟି ଯାକ ଦ୍ୱାର ନିଶ୍ଚୟ ଖୋଲାଯିବ : ପ୍ରମିଳା।

୧୦-କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଅଂଚଳର ଚାଷୀ:ସବସିଡରେ କୃଷି ଯନ୍ତ୍ରପାତି ନେଇ ସମସ୍ୟାରେ ଚାଷୀ ଦୌଡ଼ି ଦୌଡ଼ି ଥକିଗଲେଣି, ହେଲେ ମିଳୁନି ଅର୍ଥ।

୧୧-ଜାରି ରହିଛି କଂଗ୍ରେସ କନ୍ଦଳ । ରାଜ୍ୟ କାର୍ଯ୍ୟକାରିଣୀରେ ମୋକିମ-ଚିରଞ୍ଜୀବ ଝଡ । ସେପଟେ କଟକରେ ନିଲମ୍ବିତ ନେତାଙ୍କ ସମର୍ଥକ କଲେ ମୌନବ୍ରତ।

୧୨-ବାରିପଦା:ସାହସିକତାପାଇଁ ୩ ବନ କର୍ମଚାରୀ ପୁରସ୍କୃତ ହେବେ। ମାଥି ହାଁସଦା, ବିମଳ ଜେନା ଓ ହିମାଂଶୁ ସେଠୀଙ୍କୁ ମିଳିବ ସମ୍ମାନ।

୧୩-ଏସି ଚୋରି କରିବାକୁ ଆସି ଆରପାରିକୁ ଚାଲିଗଲା ଚୋର. କଟକ ଶିଶୁଭବନରୁ ଏସି ଚୋରି କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ଜଣଙ୍କ ମୃତ୍ୟୁ।

୧୪-ମା’ ରମାଦେବୀଙ୍କ ୩୮ତମ ପୂଣ୍ୟତିଥୀ ପାଳିତ:ରମାଦେବୀଙ୍କ ତ୍ୟାଗ ଓ ସଂଗ୍ରାମର ବାସ୍ନା ଯୁବପିଢ଼ିଙ୍କ ମଧ୍ୟରେ ଭରି ଦିଆଯାଉ।

୧୫-ବାଲେଶ୍ବର: ବାହାବଳପୁର ନିକଟରେ ବୁଡ଼ିଗଲା ଭୁଟୁଭୁଟି। ଏଥିରେ ଥିବା ୭ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରେ ଜଣେ ନିଖୋଜ।

୧୬-ନୂଆ ଦିଲ୍ଲୀ:ଅନ୍ୟମାନଙ୍କୁ ପ୍ରେରଣା ଯୋଗାଉଥିବା ବଡିବିଲ୍ଡରଙ୍କ ଜଷ୍ଟିନ ଭିକି ନିଜ ସାମର୍ଥ୍ୟଠାରୁ ଅଧିକ ଓଜନ ଉଠାଇବାରୁ , ତାଙ୍କର ମୃତ୍ୟୁ ହୋଇଛି।

୧୭-ଥମୁନି ମଣିପୁର ହିଂସା । ଭାଇରାଲ ଭିଡିଓ ଘଟଣାରେ ସାରା ଦେଶରେ ପ୍ରତିବାଦ ଜାରି । ୩ ମାସ ଧରି ମଣିପୁରରେ ଚାଲିଛି ହିଂସା, ହତ୍ୟା ଓ ପୋଡ଼ାଜଳା।

୧୮-ହିମାଚଳ ବୁଲି ଆସୁଥିବା ଲୋକଙ୍କ ଲାଗି ଖୁସି ଖବର, ସରକାରୀ ହୋଟେଲରେ ରହିଲେ ମିଳୁଛି ୫୦% ରିହାତି।

୧୯-ନେପାଳ ଭଳି ଏବେ ଶ୍ରୀଲଙ୍କାରେ ବି ସ୍ଥାନୀୟ ନେଣଦେଣ ପାଇଁ ଭାରତୀୟ ମୁଦ୍ରାରେ ପେମେଣ୍ଟ କରି ହେବ।

୨୦-ଭାରତକୁ ବିକଶିତ ରାଷ୍ଟ୍ରରେ ପରିଣତ କରିବାରେ ଯୁବଶକ୍ତିର ଭୂମିକା ଗୁରୁତ୍ୱପୂର୍ଣ୍ଣ : ମୋଦୀ ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc