Home UncategorizedVASTU TIPS କରଜ ଏବଂ ଋଣ ରୁ ମୁକ୍ତି ପାଇବାକୁ ଚାଁହୁଚନ୍ତି କି | କରନ୍ତୁ ଏହି ୩ଟି ବାସ୍ତୁ ଉପାୟ…

କରଜ ଏବଂ ଋଣ ରୁ ମୁକ୍ତି ପାଇବାକୁ ଚାଁହୁଚନ୍ତି କି | କରନ୍ତୁ ଏହି ୩ଟି ବାସ୍ତୁ ଉପାୟ…

by Admin
1 comment

ନିରପେକ୍ଷ : ନମସ୍କାର ବନ୍ଧୁ ଆଜି ଆମର ନୂଆ ବିଷୟ ରେ ଆପଣକୁ ସ୍ୱାଗତ| ଆଜି ଆମେ ଆପଣଙ୍କୁ କହିବୁ କିପରି କରଜ ରୁ ମୁକ୍ତି ପାଇବେ ଓ ଧନ ଲାଭ କରିପାରିବେ| ବେଳେ ବେଳେ ଆମେ ଏପରି ସ୍ଥିତି ରେ ପହଂଚି ଥାଉ ଯେ ଯାହା ଦ୍ୱାରା ଆମକୁ ଅଧିକ ଧନ ର ଆବଶ୍ୟକତା ପଡିଥାଏ | ସେହି ସମୟ ରେ ଆମକୁ ଆମ ପରିବାର ଏବଂ ମିତ୍ର ଙ୍କ ଠାରୁ କିଛି ଧନ ର ଆବଶ୍ୟକତା କରିଥାଉ ଏବଂ ଉଦ୍ଧାର ନେଇଥାଉ ମାତ୍ର ତାହା ଆମକୁ ସଠିକ ସମୟରେ ଫେରାଇବାକୁ ପଡିଥାଏ | ଏବେ ଆମେ ଏହି ସମସ୍ୟା ରୁ କିପରି ମୁକ୍ତି ପାଇବା ଜାଣିବା |ସେହି ଉପାୟ କରିବା ଦ୍ୱାରା ଆପଣଙ୍କର କରଜ ରୁ ମୁକ୍ତି ପାଇପାରିବେ | ଏବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟ ରେ

ପ୍ରଥମ ଉପାୟ- ଆପଣ ବୁଧବାର ଦିନ ସ୍ନାନ କରିସାରିବା ପରେ ଭଗବାନ ଗଣେଶ ଙ୍କ ଠାରେ ପୂଜା କରନ୍ତୁ ଏବଂ ଋଣ ରୁ କେମିତି ମୁକ୍ତି ପାଇବେ ପ୍ରାଥନା କରନ୍ତୁ ଏବଂ ମୋଦକ ଭୋଗ କରନ୍ତୁ ତା ସହ ପୂଜା କରିବା ସମୟ ରେ ଦୁବ ପତ୍ର ଏବଂ ଫୁଲ ଅର୍ପଣ କରନ୍ତୁ |ଏପରି କରିବା ଦ୍ୱାରା ଧନ ଜନିତ ସମସ୍ୟା ଆପଣଙ୍କର ଦୂର ହୋଇଯିବ

ଦ୍ୱିତୀୟ ଉପାୟ-ଦୁଇଟି ମଙ୍ଗଳ ବାର ରେ ବଜରଙ୍ଗବଲି ଙ୍କୁ ବସ୍ତ୍ର ଚଢାନ୍ତୁ ଏବଂ ହନୁମାନଙ୍କ ଚରଣ ରୁ ସିନ୍ଦୁର ନେଇ ମଥା ରେ ଲଗାନ୍ତୁ | ଏହା ସହିତ ନିୟମିତ ହନୁମାନ ଚାଳିଶା ପଠନ କରନ୍ତୁ | ଏହା ଦ୍ୱାରା ଋଣ ରୁ ଶୀଘ୍ର ମୁକ୍ତି ପାଇବେ

ତୃତୀୟ ଉପାୟ-ଏହି ଉପାୟ ମଙ୍ଗଳା ବାର ହେବ | ଆପଣ ମଙ୍ଗଳବାର ଶିବ ମନ୍ଦିର ଯାଇ ଶିବ ଲିଙ୍ଗଉପରେ ମସୁର ଡାଲି ଚଢାନ୍ତୁ ଓ ତା ସହ ଓଁ ନମଃ ଶିବାୟ ଯନ୍ତ୍ର ଟିର ଅଧିକ ରୁ ଅଧିକ ଜପ କରନ୍ତୁ | ଏପରି କରିବା ଦ୍ୱାରା ଆପଣଙ୍କୁ ଶୀଘ୍ର ହିଁ ଋଣ ରୁ ମୁକ୍ତି ପ୍ରାପ୍ତ ହେବ

You may also like

1 comment

123456 September 2, 2024 - 6:45 pm

123456

Reply

Leave a Comment

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc