ନିରପେକ୍ଷ(ଭୁବନେଶ୍ୱର): ଗତକାଲି କାଲି କୁଆଖାଇ ନଦୀରେ ବାଲିଅନ୍ତା ଧବଳାହାର ନିକଟ 4 ଜଣ MBA ଛାତ୍ର ନିଖୋଜ ଘଟଣାରେ। 4ଜଣ ଙ୍କର ମୃତ ଦେହ ଠାଵ କଲା ବାଲିଅନ୍ତା ଅଗ୍ନିଶମ ଏବଂ ଭୁବନେଶ୍ୱର ଷ୍ଟ୍ରାଇକିଂ ଫୋର୍ସ। ଗତକାଲି ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା। ଆଜି ସକାଳୁ ଦୁଇ ଜଣ ଛାତ୍ରଙ୍କର ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନି। ମୃତକ ମାନେ ହେଲେ ଜାମସେଦ ପୁରର ଆର୍ଯ୍ୟନ, କଟକର ଅବିନାଶ ବାଲେଶ୍ୱରର ରୋହିତ ଓ କଟକ ବାଲିକୁଦା ର ଅବିନାଶ।
