ନିରପେକ୍ଷ(ବାରିପଦା) :ଦୁର୍ନୀତିଖୋରଙ୍କ ଭୂସ୍ବର୍ଗ ପାଲଟିଛି ମୟୂରଭଞ୍ଜ ଜିଲ୍ଲା। ଭିଜିଲାନ୍ସ ଜାଲରେ ଲାଞ୍ଚୁଆ କିରାଣି। ବାରିପଦାର ବୃହତ ବନ୍ଦୋବସ୍ତ କାର୍ଯ୍ୟାଳୟର କିରାଣି ମାନସ ଦାସ ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡି ଗିରଫ । ବନ୍ଦୋବସ୍ତ କାର୍ଯ୍ୟାଳୟର କିଛି ଜମିଜମା ସଂପର୍କିତ ରେକର୍ଡର ନକଲ କପି ବାହାର କରିଦେବାକୁ ସେ ଲାଞ୍ଚ ମାଗିଥିଲେ।
