Home Uncategorized ଏହି ସବୁ ରାଶିମାନେ ଆଜି ହୋଇଯାଆନ୍ତୁ ସାବଧାନ !

ଏହି ସବୁ ରାଶିମାନେ ଆଜି ହୋଇଯାଆନ୍ତୁ ସାବଧାନ !

by Admin
0 comment

ମେଷ : ଆଜି ଆପଣଙ୍କୁ ଲାଭ ମିଳିବ। ରୋଜଗାରର ଅବସର ମିଳିପାରେ। ବିଦ୍ୟାର୍ଥୀମାନେ ପରିଶ୍ରମର ଫଳ ପାଇବେ।
ବୃଷ : ଆର୍ଥିକ ସ୍ଥିତି ଦୃଢ଼ ହେବ। ଅଫିସ୍‌ରେ କିଛି ନୂଆ କରିବାକୁ ମଉକା ମିଳିବ। ପରିଶ୍ରମର ଫଳ ମିଠା ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।
ମିଥୁନ :ନିଜର ପ୍ରେମିକ/ପ୍ରେମିକା ସହିତ କେଉଁଆଡ଼େ ବୁଲିଯିବାକୁ ପ୍ଲାନ୍‌ କରିବେ। ମା’, ବାପାଙ୍କ ସହଯୋଗ ମିଳିବ। ଘରର ଗୁରୁଜନଙ୍କ ପରାମର୍ଶ ନିଅନ୍ତୁ।
କର୍କଟ : ଅଟକିଥିବା କାମ ପୂରା ହେବ। ନିଜର ଦକ୍ଷତାକୁ ବଢ଼ାଇବାକୁ ଚେଷ୍ଟା କରନ୍ତୁ। ପାରିବାରିକ ଜୀବନ ସୁଖଦ ହେବ।
ସିଂହ : କାର୍ଯ୍ୟସ୍ଥଳରେ ସମସ୍ତଙ୍କ ସହିତ ଭଲ ତାଳମେଳ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ସମ୍ପର୍କ ସୁଦୃଢ଼ ହେବ।
କନ୍ୟା :ପରିବାର ଲୋକଙ୍କ ସହିତ ଦର୍ଶନ ପାଇଁ ମନ୍ଦିର ଯିବେ। ଆପଣଙ୍କୁ ଆଜି ଧନଲାଭ ହେବ। ପସନ୍ଦର କାମ ମିଳିପାରେ।
ତୁଳା : ଦାମ୍ପତ୍ୟ ଜୀବନରେ ସମସ୍ୟା ଦୂର ହେବ। ଆପଣଙ୍କ କାମ ପୂରା ହେବାରେ ଅଧିକ ସମୟ ଲାଗିବ। ଲେଣଦେଣଠାରୁ ଦୂରେଇ ରୁହନ୍ତୁ।
ବିଛା : ପରିବାର ଏବଂ କାମ ମଧ୍ୟରେ ସନ୍ତୁଳନ ବଜାୟ ରଖନ୍ତୁ। ବ୍ୟବସାୟ ଛାତ୍ରଙ୍କୁ ଚାକିରି ପାଇଁ ବଡ଼ ସୁଯୋଗ ମିଳିବ।
ଧନୁ : ବୃତ୍ତି କ୍ଷେତ୍ରରେ ବଡ଼ ସଫଳତା ପାଇବେ। କାର୍ଯ୍ୟକ୍ଷେତ୍ରରେ ଧନଲାଭ ହେବ। ପରିବାରେ ଖୁସିର ପରିବେଶ ରହିବ।
ମକର : ଆଜିର ଦିନ ହର୍ଷ ଉଲ୍ଲାସରେ ଭରି ରହିବ। ନିଜ ଲୋକଙ୍କଠାରୁ ବହୁତ ଭଲ ପାଇବା ମିଳିବ। ନିଜକୁ ସୁସ୍ଥ ସବଳ ଅନୁଭବ କରିବେ।
କୁମ୍ଭ : ଘରର ବାତାବରଣ ସୁଖମୟ ରହିବ। ହଠାତ୍‌ ଧନଲାଭର ଯୋଗ ରହିଛି। ଦାମ୍ପତ୍ୟ ଜୀବନ ଖୁସିରେ ଭରିଯିବ। ଛାତ୍ରଙ୍କୁ ଖୁସି ଖବର ମିଳିବ।
ମୀନ : ଆପଣଙ୍କ ଦିନ ଠିକ୍‌ଠାକ୍‌ ରହିବ। କୌଣସି ରଚନାତ୍ମକ କାର୍ଯ୍ୟରେ ମନ ଲଗାଇବେ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc