ନିରପେକ୍ଷ(ବିଶାଖାପାଟଣା) : ଟ୍ରେନର ଅଘଟଣ ପିଛା ଛାଡ଼ୁନି ,ବିଭିନ୍ନ ସମୟରେ ନାନା ପ୍ରକାର ଅଘଟଣ ସାମ୍ନା କୁ ଆସିଛି ,ଫାଲକନୁମା ଏକ୍ସପ୍ରେସରେ ଲାଗିଲା ନିଆଁ । ହାଓ୍ବଡ଼ାରୁ ସିକନ୍ଦରାବାଦ ଯାଉଥିବା ଫାଲକନୁମା ଏକ୍ସପ୍ରେସରେ ନିଆଁ ଲାଗିଛି । ଏହାର ୩ଟି ବଗିରେ ନିଆଁ ଲାଗିଥିବା ବେଳେ ଟ୍ରେନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ନିଆଁ ଲାଗିଥିବା ଦେଖି ଯାତ୍ରୀ ମାନେ ସଙ୍ଗେ ସଙ୍ଗେ ଓହ୍ଲାଇ ପଡିଥିଲେ ।
