Home Breaking News ଦିନ ସାଢେ ୧୧ଟା ରେ ପରେ ରାଜ୍ୟରେ ଅସମ୍ଭାଳ ଗରମ

ଦିନ ସାଢେ ୧୧ଟା ରେ ପରେ ରାଜ୍ୟରେ ଅସମ୍ଭାଳ ଗରମ

by Admin
0 comment

ରାଜ୍ୟରେ ଦିନକୁ ଦିନ ବଡିବାରେ ଲାଗିଛି ତାତି । ଅସହ୍ୟ ଗୁଳୁଗୁଳିରେ ଡହକବିକଳ ହେଉଛି ଜୀବନ । ଘରୁ ବାହାରକୁ ବାହାରିଲେ ସୂର୍ଯ୍ୟଙ୍କ ଦାଉ ଦେଖିବାକୁ ମିଳୁଥିବା ବେଳେ, ଘରେ ଅସହ୍ୟ ଗରମ ମଣିଷକୁ କଲବଲ କରିସାରିଲାଣି । ଏହାରି ମଧ୍ୟରେ ଦିନକୁ ଦିନ ଉପରମୁହାଁ ହେବାରେ ଲାଗିଛି ପାରଦ । ଦିନ ୧୧ ସୁଦ୍ଧା ସର୍ବାଧିକ ତାପମାତ୍ରା ସମ୍ବଲପୁର ସହରରେ ୪୦,୨ ଡିଗ୍ରୀ ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗ ସୂଚନାନୁସାରେ ଆଜି ସମ୍ବଲପୁରରେ ୪୦.୨ ଡିଗ୍ରୀ, ଝାରସୁଗୁଡା ୪୦ ଡିଗ୍ରୀ, ହୀରାକୁଦ ୩୯ ଡିଗ୍ରୀ, କେନ୍ଦୁଝର ୩୬.୨, ଚାନ୍ଦବାଲି ୩୬ ଡିଗ୍ରୀ, ଭୁବନେଶ୍ୱର ୩୫.୪ ଡିଗ୍ରୀ, ବାଲେଶ୍ୱର ୩୪.୪ ଡିଗ୍ରୀ, ଗୋପାଳପୁର ୩୩.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

You may also like

Latest News

Our Company

The fastest growing digital media company in Odisha is Nirapekshya News, which satisfies the growing demand from people who are constantly on the move for the most recent news from Odisha as well as vital domestic and worldwide information.

@2022 – All Right Reserved. Designed and Developed by Digital Software Inc