କୁଆଡ଼େ ମୁହାଁଇବ ସମ୍ଭାବ୍ୟ ବାତ୍ୟା? ବିଭିନ୍ନ ପାଣିପାଗ ସଂସ୍ଥା ଆକଳନ କରିଛନ୍ତି, ବାତ୍ୟା ମିଆଁମାର ଉପକୂଳ ଛୁଇଁପାରେ । ୱିଣ୍ଡିର ଆମେରିକାନ୍ ଜିଏଫ୍ଏସ୍ ଓ ୟୁରୋପିଆନ୍ ଇଏମ୍ଡବ୍ଲ୍ୟୁଏଫ୍ ମଡେଲର ଆକଳନ କହୁଛି ମିଆଁମାର ମୁହାଁ ହେବ ବାତ୍ୟା । ଇଏମଡବ୍ଲ୍ୟୁଏଫ୍ ୧୪ତାରିଖ ସକାଳେ ସ୍ଥଳଭାଗ ଛୁଇଁବ ବୋଲି ଦର୍ଶାଉଛି । ଜିଏଫ୍ଏସ୍ ମଡେଲ୍ ଦର୍ଶାଉଛି ୧୩ତାରିଖରେ ସମ୍ଭାବ୍ୟ ବାତ୍ୟା ମିଆଁମାର ଉପକୂଳକୁ ହିଟ୍ କରିପାରେ ।
![](https://www.nirapekshya.com/wp-content/uploads/2023/05/03cyclone-fan6-1.jpg)
![](https://www.nirapekshya.com/wp-content/uploads/2023/05/cyclone.jpeg)