ଉଗ୍ରରୂପ ନେଉଛି ମଣିପୁର ହିଂସାକାଣ୍ଡ । ମେଇତି ସମ୍ପ୍ରଦାୟର ସଂରକ୍ଷଣ ଦାବିକୁ ନେଇ ସାରା ରାଜ୍ୟରେ ବ୍ୟାପକ ଆନ୍ଦୋଳନ ହୋଇଛି । ସୂଚନା ମୁତାବକ ଅଣଆଦିବାସୀ ସମ୍ପ୍ରଦାୟ କୁହାଯାଉଥିବା ମେଇତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାନ୍ୟତା ଦାବି କରାଇଛି, ଏହି ଆନ୍ଦୋଳନ ଉଗ୍ରରୂପ ନେବା ପରେ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଇଛି, ସେହିପରି ସମଗ୍ର ରାଜ୍ୟରେୀ ବନ୍ଦ ହୋଇଛି ଇଣ୍ଟରନେଟ୍ ସେବା ।

