ଗତକାଲି ମ୍ୟାଚରେ ଚେନ୍ନାଇ କୁ ରାଜସ୍ଥାନ ରୟାଲ୍ସ ପରାସ୍ତ କରିଛି ,ଚଳିତ ଆଇପିଏଲରେ ଦୁଇ ଥର ଧୋନି ବାହୀନକୁ ପାରାସ୍ତ କରିଛ ରାଜସ୍ତାନ ରୟାଲ୍ସ ।ମ୍ୟାଚ ସରିବା ପରେ ସାମସନ ଙ୍କ କିଛି ଭିଡିଓ ଭାଇରାଲ ହେବାରେ ଲାଗିଛି ।ଏହି ଭିଡିଓ ଫଟୋ ସାମାନା କୁ ଆସିବା ପରେ ସଞ୍ଜୁ ସାମସନ ଙ୍କୁ ସବୁଆଡେ ତାରିଫ କରୁଛନ୍ତି ଫ୍ୟାନ୍ସ । ଆପଣ ଦେଖିଥିବେ ଆଇପିଏଲରେ ଅନେକ ସମୟରେ କ୍ରିକେଟର ମ୍ୟାଚ ସରିବା ପରେ ଫ୍ୟାନ୍ସ ମାନଙ୍କ ସହ ସେଲଫି ନିଅନ୍ତୁଇ ଏମିତି କିଛି ସାମସନ ଙ୍କ ସହ ଦେଖିବାଟୁ ମିଳିଛି ।
